Kala Kanhu Khose Malli Radha Gabhare
ପୁ-ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ
ରାଧା ଲୁଚି ଲୁଚି ଖେଳେ ପୁଂଚି ଲୋ କାହ୍ନୁ ସାଥୀରେ ।
ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ

ଝି-ମୁହଁ ସଂଞରେ ଫୁଲ ସେଜରେ ,ମୁହଁ ସଂଞରେ ଫୁଲ ସେଜରେ
ପୁ-କଳା କାହ୍ନୁ ଖୋସେ ମଲ୍ଲୀ ଖୋସେ ମଲ୍ଲୀ ରାଧା ଗଭାରେ

ଗୋପ ନଗରୀକୁ ଆସିଚି ସଂଞ ଲୋ ,କୁଞରେ ଶୁଭୁଚି ପ୍ରେମର ଗୀତ
ରାଧୀକା ଓଠରେ କହ୍ନେଇ ହାତ ଲୋ ,କହ୍ନେଇ ଓଠରେ ରାଧୀକା ହାତ ।

ସଖୀ ଥୁରୁ ଥୁରୁ ମାଘ ମାସ ଲୋ ଗୋପ ନଗରେ
ରାଧା ଲୁଚି ଲୁଚି କରେ ପ୍ରୀତି ଲୋ କାହ୍ନୁ କୋଳରେ ।
ଚୁଲି ପାଖେ ରାଧା ରାନ୍ଧୁଚି ଭାତ ଲୋ ଆଖିରେ ନାଚୁଚି କହ୍ନେଇ ମୁହଁ
କହ୍ନେଇ ବଜାଏ ପ୍ରେମର ବଇଁଶୀ କେମିତି ସହିବ ରାଧାର ଦେହ ।
ଓ ଚୁଲି ପାଖେ ରାଧା ରାନ୍ଧୁଚି ଭାତ ଲୋ ଆଖିରେ ନାଚୁଚି କହ୍ନେଇ ମୁହଁ
କହ୍ନେଇ ବଜାଏ ପ୍ରେମର ବଇଁଶୀ କେମିତି ସହିବ ରାଧାର ଦେହ ।
ସଖୀ ଝୁମୁ ଝୁମୁ ବାଜେ ପାଉଁଜି ରାଧା ପାଦରେ
ରାଧା ଠୁମୁରୁ ଠୁମୁରୁ ନାଚେଲୋ କାହ୍ନୁ ଛନ୍ଦରେ ।
ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ
ରାଧା ଲୁଚି ଲୁଚି ଖେଳେ ପୁଂଚି ଲୋ କାହ୍ନୁ ସାଥୀରେ ।
ଝି-ମୁହଁ ସଂଞରେ ଫୁଲ ସେଜରେ ,ମୁହଁ ସଂଞରେ ଫୁଲ ସେଜରେ
ପୁ-କଳା କାହ୍ନୁ ଖୋସେ ମଲ୍ଲୀ ଖୋସେ ମଲ୍ଲୀ ରାଧା ଗଭାରେ
ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ
ରାଧା ଲୁଚି ଲୁଚି ଖେଳେ ପୁଂଚି ଲୋ କାହ୍ନୁ ସାଥୀରେ ।ା